ଏଟିଏମ ଭାଙ୍ଗି ଲୁଟ ଅଭିଯୋଗ

0

ବାଲେଶ୍ୱର :  ତାଳପଦା ବଜାରରେ ଥିବା ଟାଟା ଇଣ୍ଡିକାସ ଏଟିଏମରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ରବିବାର ବିଳମ୍ବିତ ଦୁର୍ବୃତ୍ତମାନେ ଏଟିଏମ ତାଡ଼ି ନେଇ ଏହି ଲୁଟ କରିଥିବା ଜଣାପଡ଼ିଛି। କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିନି ବୋଲି ସୂଚନା ମିଳିଛି।

Leave A Reply