ଏଟିଏମ ଭାଙ୍ଗି ଟଙ୍କା ଲୁଟ ଅଭିଯୋଗ

0

ସାଲେପୁର : ରାଇସୁଙ୍ଗୁଡ଼ା ସ୍ଥିତ ଏସବିଆଇର ୨ଟି ଏଟିଏମ ଭାଙ୍ଗି ଟଙ୍କା ଲୁଟ ହୋଇଛି। ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ବିତ ରାତିରେ ଏହି ଲୁଟ କରିଥିବା ସୂଚନା ମିଳିଛି। କେତେ ଟଙ୍କା ଲୁଟ ହୋଇଛି ତାହା ତାହା ସ୍ପଷ୍ଟ ହୋଇନାହିଁ।

Leave A Reply