ଲୁଟେରାକୁ ନିସ୍ତୁକ ମାଡ଼

0

ଖୋର୍ଦ୍ଧା : ଜିଲ୍ଲାପାଳ କାର୍ଯ୍ୟାଳୟ ଛକରେ ଚେନ ଲୁଟ କରୁଥିବା ସମୟରେ ଲୁଟେରା ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ଲୁଟେରାମାନେ ସ୍କୁଟିରେ ଯାଉଥିବା ଦମ୍ପତ୍ତିଙ୍କ ଠାରୁ ଚେନ ଲୁଟ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଜଣେ ଧରାପଡ଼ିଥିଲା। ଅନ୍ୟ ଜଣେ ଖସି ପଳାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଜଣେ ଲୁଟେରାକୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ତାପରେ ଲୋକମାନେ ଲୁଟେରାକୁ ଟାଉନ ଥାନା ପୁଲିସର ଜିମା ଦେଇଛନ୍ତି।

Leave A Reply