ଏଟିଏମରୁ ଲୁଟ ଅଭିଯୋଗ

0

କେନ୍ଦ୍ରାପଡ଼ା : ସଟର ତାଡ଼ି ଆକ୍ସିସ ବ୍ୟାଙ୍କ ଏଟିଏମରୁ ଲୁଟ ଅଭିଯୋଗ ହୋଇଛି। ମାର୍ଶାଘାଇ ଥାନା ଜୁଣ ଛକରେ ଦୁର୍ବୃତ୍ତମାନେ ଏଟିଏମକୁ ଭଙ୍ଗାରୁଜା କରି ଲୁଟ କରିଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

Leave A Reply