ଖୋର୍ଦ୍ଧାରେ ସିରିଜ ଲୁଟ ଅଭିଯୋଗ

0

ଖୋର୍ଦ୍ଧା : ଶରଧାପୁର ତରତୁଆ ଛକରୁ ସିରିଜ ଲୁଟ ହୋଇଛି। ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ସଟର ତାଡ଼ି ବିଭିନ୍ନ ଦୋକାନରୁ ଲୁଟ ଅଭିଯୋଗ ହୋଇଛି। ଦୋକାନ ମାନଙ୍କର ସଟର ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ କରିଛନ୍ତି ବୋଲି ଅଭିଯୋଗ ହୋଇଛି।

Leave A Reply