ବନ୍ଧୁକ ଦେଖାଇ ୫ ଲକ୍ଷ ଲୁଟ୍ ଅଭିଯୋଗ

0

କନ୍ଧମାଳ: ଦାରିଙ୍ଗବାଡିର ପାଟାଙ୍ଗୀଠାରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଦାରିଙ୍ଗବାଡି ଗୁଡ୍ ସେଫର୍ଡ ସ୍କୁଲର ମ୍ୟାନେଜର ଏମଡି ନୁରାଲୀ ଟଙ୍କା ନେଇ ଫୁଲବାଣୀ ଆସୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ଏହି ଘଟଣାର ଦାରିଙ୍ଗବାଡି ପୁଲିସ୍ ତଦନ୍ତ କରୁଛି ।

Leave A Reply