ଘରେ ପଶି ସୁନା ଓ ଟଙ୍କା ଲୁଟ

0

ବାଲେଶ୍ୱର : ସିମୁଳିଆ ଥାନା ଅନ୍ତର୍ଗତ ବାରି ଗ୍ରାମରେ ମଧ୍ୟରାତିରେ କରୁଣାକର ବେହେରାଙ୍କ ଘରୁ ଲୁଟ ହୋଇଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ କରୁଣାକରଙ୍କ ଘରେ ପଶି ୪ ଲକ୍ଷ ଟଙ୍କାର ସୁନା ଗହଣା ଓ ୨ ହଜାର ଟଙ୍କା ଲୁଟ କରିଥିବା ସିମୁଳିଆ ଥାନାରେ ଅଭିଯୋଗ ହୋଉଛି। ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply