ଏଟିଏମ ଭଙ୍ଗାରୁଜା, ଟଙ୍କା ଲୁଟ

0

ସୋର : ସୋର ଥାନା ଅନନ୍ତପୁର ରାସ୍ତା ପାଖରେ ଥିବା ଛକ ନିକଟରେ ସିଣ୍ଡିକେଟ ଏଟିଏମରୁ ଲୁଟ ହୋଇଛି। ଦୁର୍ବୃତ୍ତମାନେ ଏଟିଏମକୁ ଗ୍ୟାସ କଟରରେ କାଟି ନିଆଁ ଲଗାଇଛନ୍ତି। ବ୍ୟାଙ୍କ କର୍ତ୍ତୁପକ୍ଷ ଘଟଣାସ୍ଥଳରେ ପହଞ୍ଚିବା ପରେ କେତେ ଟଙ୍କା ଲୁଟ ହୋଇଛି ଜଣାପଡ଼ିବ। ଖବର ପାଇବା ପରେ ଅନନ୍ତପୁର ବିଟହାଉସ ଅଧିକାରୀ ଏସକେ ରହମାନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply