ଗୁଳି କରି ଲୁଟି ନେଲେ ୭ ଲକ୍ଷ

0

ପରାଦୀପ: ପରାଦୀପ ଇଫକୋ ଛକ ନିକଟରେ ଗୁଳି କରି ଜଣଙ୍କଠାରୁ ୭ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାଙ୍କ ଗୁଳିରେ ଉକ୍ତ ବ୍ୟକ୍ତି ଜଣଙ୍କ ଆହତ ହୋଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ତିନି ଜଣ ଲୁଟେରା ଗ୍ୟାଙ୍ଗ ଏଭଳି ଉନ୍ମତକାଣ୍ଡ ଘଟାଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply