ଏସଡିଓଙ୍କୁ ମାଡ ମାରି ଲୁଟ ଅଭିଯୋଗ

0

ପଟ୍ଟାମୁଣ୍ଡାଇ: ସେସୁ ଏସଡିଓଙ୍କୁ ମାଡ ମାରି ଲୁଟ ଅଭିଯୋଗ ହୋଇଛି। ବାଇପାସ ଛକରେ ଏସଡିଓଙ୍କୁ ଦୁବୃର୍ତ୍ତମାନେ ଆକ୍ରମଣ କରିଥିଲେ। କଳା ପଲସରରେ ଦୁଇ ଜଣ ଦୁବୃର୍ତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ। ବନ୍ଧୁକ ଦେଖାଇ ମାଡ ମାରିବା ସହ ମୁଦି ଓ ମୋବାଇଲ ଫୋନ ଛଡାଇ ନେଇଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply