ପୂର୍ତ୍ତବିଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଚୋରି ଅଭିଯୋଗ

0

ବାରିପଦା: ବାରିପଦାରେ ଜଣେ ଠିକାଦାର ଭବେଶ ଚନ୍ଦ୍ର ବେହେରାଙ୍କ କାରର ବାମ ପାଖ କାଚ ଭାଙ୍ଗି ବ୍ୟାଗରେ ଥିବା ଏକ ଲକ୍ଷ ଟଙ୍କା ସମେତ ସମସ୍ତ ଗୁରୁତ୍ୱ କାଗଜପତ୍ର ଶନିବାର ଚୋରି ହୋଇଥିବା ଅଭିଯୋଗ ହୋଇଛି । କାରଟି ବାରିପଦା ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛିଡା ହୋଇଥିବା ବେଳେ ଚୋରି ହୋଇଛି । ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।

Leave A Reply