ଦିନ ଦ୍ବିପ୍ରହରରେ ଲୁଟ୍ ଅଭିଯୋଗ

କଣ୍ଟାବାଞ୍ଜି : ଦିନ ଦ୍ବିପ୍ରହରରେ ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣଙ୍କ ବ୍ୟାଙ୍କରୁ ଟଙ୍କା ଉଠାଇ ନେଇ ଘରକୁ ଯାଉଥିବା କଣ୍ଟାବାଞ୍ଜି ରାସ୍ତାରେ ବାଇକରେ ଦୁର୍ବୃତ୍ତ ଆସି ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଫେରାର ହୋଇଯାଇଥିଲ । ବ୍ୟାଗରେ ଚାରି ଲକ୍ଷ ୮୫ହଜାର ଟଙ୍କା ଥିଲା। ଏନେଇ ବ୍ୟସାୟୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.