ଏପ୍ରିଲ ୮ରୁ ରାଜ୍ୟରେ ଲୋକା‌ୟୁକ୍ତ କାର୍ଯ୍ୟ ଆରମ୍ଭ; ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଓଡିଶାରେ ଲୋକା‌ୟୁକ୍ତ ନିଯୁକ୍ତି ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ଚୟନ ଶେଷ ହେବ ଏବଂ  ଏପ୍ରିଲ ୮ରୁ ରାଜ୍ୟରେ ଲୋକା‌ୟୁକ୍ତ କାର୍ଯ୍ୟ କରିବେ । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହୋଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉପସ୍ଥିତ ରହି ସତ୍ୟପାଠ ଦାଖଲ କରିଛନ୍ତି ।

Leave A Reply