ଲକଡ଼ାଉନ୍ ବେଳେ ବାହାଘର ମହଙ୍ଗା ପଡ଼ିଲା : ବରକୁ ଉଠାଇ ନେଲା ପୁଲିସ୍

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟିଲାଗଡ଼ ଅଞ୍ଚଳରେ ଲକଡାଉନ୍ ସମୟରେ ବାହାଘର କରିବା ମହଙ୍ଗା ପଡ଼ିଛି। ବିବାହ ସ୍ଥଳରୁ ବର ସହ ୪ଜଣଙ୍କୁ ସଇଁତଳା ପୁଲିସ ଉଠାଇ ନେଇଛି। ତୁଷୁରାର ସବରା ଗ୍ରାମରୁ କନ୍ଧକେଲ ଗ୍ରାମକୁ ବର ବାହା ହେବା ପାଇଁ ଯାଇଥିବା ସୂଚନା ମିଳିଛି।

Comments are closed.