ମୋବାଇଲ ରିଚାର୍ଜ ଦୋକାନ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଲାଗି କଟକଣା କୋହଳ

ଭୁବନେଶ୍ବର (ବ୍ୟୁରୋ) : ଲକ୍ଡ଼ାଉନ ସମୟରେ ବରିଷ୍ଠ ନାଗରିକଙ୍କ ପାଇଁ କିଛିଟା ସର୍ତ କୋହଳ କରିଛନ୍ତି କେନ୍ଦ୍ର ସରକାର । ଏହା ସହ ମୋବାଇଲ ରିଚାର୍ଜ ଦୋକାନ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ମଧ୍ୟ କିଛି କୋହଳ କରାଯାଇଛି । ଏ ସମ୍ପର୍କରେ କେନ୍ଦ୍ର ସରକାର ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ।

Comments are closed.