ଫିଲିପାଇନ୍ସ : ଲକ ଡାଉନର ଉଲ୍ଲଙ୍ଘନ କଲେ ଗୁଳି

ମାନିଲା: ଫିଲିପାଇନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେ ଲକ ଡାଉନ ଉଲ୍ଲଙ୍ଘନ କାରୀଙ୍କୁ ଚେତାବନୀ ଦେଇଛନ୍ତି । ଲକ ଡାଉନ ସମୟରେ ଅସୁବିଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡାକ୍ତର ଓ କର୍ମଚାରୀଙ୍କ ଉପରେ ଅତ୍ୟାଚାର ଏକ ଗୁରୁତର ଅପରାଧ ଯାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କୁ ଗୁଳିକରୁ ହତ୍ୟା କରିବାକୁ ମଧ୍ୟ କହିଛନ୍ତି ।

Comments are closed.