ମହାରାଷ୍ଟ୍ରର କୃଷକଙ୍କୁ ଉଦ୍ଧବଙ୍କ ବଡ଼ ଉପହାର : ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼

ମହାରାଷ୍ଟ୍ର : ମହାରାଷ୍ଟ୍ରର ମୁଖ୍ରମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ରାଜ୍ୟର କୃଷକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ସେ ଶନିବାର ରାଜ୍ୟ ବିଧାନସଭାର ଶୀତ ଅଧିବେଶନର ଅନ୍ତିମ ଦିନରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରିବା ପାଇଁ ଘୋଷଣା କରିଛନ୍ତି। ଏହି ଯୋଜନାକୁ ଆସନ୍ତା ବର୍ଷ ମାର୍ଚ୍ଚ ମାସରୁ ଲାଗୁ କରାଯିବ।

Comments are closed.