MEllora 950×100

ଓଠର ଯତ୍ନ

ଶୀତରେ ଓଠ ଫାଟିବା, ଶୁଖିଯିବା ସମସ୍ୟା ପ୍ରାୟ ଅଧିକାଂଶଙ୍କର ହୁଏ। ଘରୋଇ ଉପଚାର କରି ଓଠର ଯତ୍ନ ନେଇପାରିବେ।

ପ୍ରତି ୨-୩ଦିନରେ ଥରେ ଓଠକୁ ସ୍କ୍ରବ୍ କରନ୍ତୁ। ପୁରୁଣା ଦାନ୍ତ ଘଷା ବ୍ରଶ୍‌ରେ ଚିନି ଲଗାଇ ଓଠ ଉପରେ ଘଷିଲେ ମୃତକୋଷିକା ବାହାରିଯିବ।
ଓଠରେ କୌଣସି କ୍ରିମ୍/ଲିପ୍‌ଷ୍ଟିକ୍ ଲଗାଇବା ପୂର୍ବରୁ ମହୁ ନଚେତ୍ ଖିର ସର ଲଗାନ୍ତୁ।
ରାତିରେ ଶୋଇବା ପୂର୍ବରୁ ଓଠରେ ଘିଅ ଲଗାଇ ଶୋଇବେ।
କଞ୍ଚା ଖିର ମଧ୍ୟ ଲଗାଇଲେ ଓଠ ଶୁଷ୍କତା ଦୂର ହୁଏ।

Comments are closed.