ଦିନ ୪ଟା – ମୁଖ୍ୟ ଖବର

ଦେଶ/ବିଦେଶ ଖବର
-ପ୍ରଦୂଷଣ ଓ ପରିବେଶ ଉପରେ ପର୍ୟ୍ୟବସିତ ପ୍ରଥମ ମ୍ୟୁଜିକ ଭିଡିଓ ‘ପୃଥିବୀ ମନ୍ଥନ’

– କୋଭିସିଲ୍ଡ ଟିକା ନେବା ପରେ ସୃଷ୍ଟି ହେଉନି ଆଣ୍ଟିବଡି ; ଥାନାରେ କମ୍ପାନୀ ନାମରେ ଅଭିଯୋଗ କଲେ ବ୍ୟକ୍ତି

-ରେଟିନା ଏବଂ ଏହାର ସ୍ନାୟୁକୁ କ୍ଷତି ପହଞ୍ଚାଉଛି କୋଭିଡ

– କରୋନାରେ ମାବାପାଙ୍କୁ ହରାଇଛନ୍ତି ୯୩୦୦ ଶିଶୁ; ସୁପ୍ରିମକୋର୍ଟରେ ଏନସିପିସିଆର ଦାଖଲ କଲା ସତ୍ୟପାଠ

– ଚୀନରୁ ଆସୁଛି ଆଉ ଏକ ବିପଦ: ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ, ବିଶ୍ଵରେ ପ୍ରଥମ ମାମଲା

– କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଅସୁସ୍ଥ ; ହସ୍ପିଟାଲରେ ଭର୍ତ୍ତି

– ଗୋଟିଏ ପାନ ଟିକା ଯଥେଷ୍ଟ ପ୍ରଭାବଶାଳୀ କି ? ଗବେଷଣା କରିବେ ସରକାର

-ରାଜ୍ୟସଭାକୁ ମନୋନୀତ ହେଲେ ବରିଷ୍ଠ ଓକିଲ ମହେଶ ଜେଥମାଲାନି

-ଆମଦାନୀ ହୋଇପାରିବନି ୧୦୮ ସାମରିକ ଉପକରଣ; ପ୍ରକାଶ ପାଇଲା ତାଲିକା

– ଦେଶରେ ହ୍ରାସ କରୋନା ମୃତକଙ୍କ ସଂଖ୍ୟା ; ନୂଆ ଆଉ ସଂକ୍ରମିତ ଟପିଲା ୧.୨୭ ଲକ୍ଷ

– କର୍ମଚାରୀ ଭବିଷ୍ୟନିଧି ସଂଗଠନରୁ କୋଭିଡର ଦ୍ୱିତୀୟ କିସ୍ତି ଅଗ୍ରୀମ ଉଠାଇହେବ

– ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ ସିବିଡିଟିର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ବ

– ଅର୍ଥନୀତି ଉପରେ କୋଭିଡର ସାଂଘାତିକ ପ୍ରହାର; ଅଭିବୃଦ୍ଧି ବିଯୁକ୍ତ ୭.୩%

– ଭାରତରେ ଠାବ କୋଭିଡ ଭାରିଆଣ୍ଟ ‘ଡେଲଟା’; ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନାମକରଣ

– ଆମେରିକା ବିଶେଷଜ୍ଞଙ୍କ ଚେତାବନୀ, ଆସିପାରେ ‘କୋଭିଡ-୨୬, ୩୨’ ଭଳି ମହାମାରୀ

ରାଜ୍ୟ ଖବର

-ରାଜ୍ୟରେ ୮୭୩୫ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨; ଦିନକରେ ୩୭ ମୃତ

-ବିଶିଷ୍ଟ ଇଂରାଜୀ କବି ତଥା ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କରୋନା ସଂକ୍ରମିତ ; ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

– ଗୁଗୁଲ ମାନଚିତ୍ରରେ ଗୁରୁତର ତ୍ରୁଟି, ଓଡ଼ିଶାର ପର୍ଯ୍ୟଟନସ୍ଥଳ ଆନ୍ଧ୍ରରେ

– ରାଜ୍ୟରେ ୮୭୩୫ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨; ଦିନକରେ ୩୭ ମୃତ

– କରୋନାରେ ବିଶିଷ୍ଟ ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Comments are closed.