ଦିନ ୩ଟା – ମୁଖ୍ୟ ଖବର

ଦୁନିଆର ସବୁଠାରୁ ଦାମୀ ମସଲା ; ମୂଲ୍ୟ କିଲୋ ପ୍ରତି ୩ ଲକ୍ଷ

ୟାମିଙ୍କୁ ଇଡିର ସମନ

ଜନସନ ଆଣ୍ଡ ଜନସନ କମ୍ପାନୀର ଦାବି ; ସମସ୍ତ ଭାରିଆଣ୍ଟ ଉପରେ ପ୍ରଭାବୀ ଏହି ଟିକା

କୋଭିଡର ଦ୍ୱିତୀୟ ଲହର ଯୋଗୁଁ ଋଣ ଆଦାୟ ପ୍ରଭାବିତ; ବୁଡିଯାଇପାରେ ୧୧.୨% ବ୍ୟାଙ୍କ ଋଣ

ଓଡ଼ିଶା ଆସିବେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ; କୋଭିଡ ସଂକ୍ରମଣ ବୃଦ୍ଧି ସ୍ଥିତି ଅନୁଧ୍ୟାନ କରିବେ

ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଆଜି ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

ଜମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ – ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ; ଜଣେ ଯବାନ ଶହୀଦ ; ଜଣେ ଆତଙ୍କବାଦୀ ନିହତ

ଗତ ୨୪ ଘଣ୍ଟାରେ ଦେଶରେ ୪୬,୬୧୭ ନୂଆ କରୋନା ରୋଗୀ ଚିହ୍ନଟ ; ୫୯,୩୮୪ ଜଣ କରୋନାରୁ ସୁସ୍ଥ, ଆରୋଗ୍ୟ ହାର ୯୭.୦୧%

ଏପର୍ୟ୍ୟନ୍ତ ମୋଟ ୪୧.୪୨ କୋଟି ନମୁନା ପରୀକ୍ଷା

ସଂପ୍ରତି ୫,୦୯,୬୩୭ ଜଣ ସକ୍ରିୟ ସଂକ୍ରମିତ

ଜନ୍ମଦିନ କେକ୍‍ ପାଇଁ ବାଘ ଠାରୁ ବଞ୍ଚିଲା ୨ ଭାଇଙ୍କ ଜୀବନ

୧୪ ବର୍ଷ ମଧ୍ୟରେ ପୃଥିବୀ ଉତ୍ତାପ ଦ୍ୱିଗୁଣିତ ହୋଇଛି

ନିଜ ବିଶ୍ବ କୀର୍ତ୍ତିମାନ ଭାଙ୍ଗିଲେ ଦେବେନ୍ଦ୍ର, ଟୋକିଓ ପାରାଲିମ୍ପିକ୍ସ ଯୋଗ୍ୟତା

ୟୁରୋ କପ୍‌ – ଆଜିଠାରୁ କ୍ବାର୍ଟରଫାଇନାଲ

ବିଶ୍ବର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟରଙ୍କୁ ଆନନ୍ଦଙ୍କ ଅଭିନନ୍ଦନ

ଗୋଟିଏ ଦିନରେ ରାଜ୍ୟରେ ୪୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୮୩୮ ଓ ସ୍ଥାନୀୟ ସଂକ୍ରମିତ ୧୩୮୪ , କଟକରୁ ସର୍ବାଧିକ

କରୋନା ସମୟରେ ଛଟେଇ, ଲୋକସେବା ଭବନର ୧୮୪ କର୍ମଚାରୀଙ୍କୁ ନୋଟିସ

ଥାନା ଭିତରେ ମହିଳା ଏସ୍‌ଆଇଙ୍କୁ ଆକ୍ରମଣ ଏବଂ ଯୌତୁକ ନିର୍ୟାତନା ମାମଲାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗୋଟିଏ ପରିବାରର ଭାଇ, ଭଉଣୀ ଓ ମା’ଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି

ଝଲସିବ ବଡ଼ଦାଣ୍ଡ, ଲାଗିବ ସିସିଟିଭି

ସାଇବର ଠକେଇ: ଟଙ୍କା ମିଳୁଛି, ଧରାପଡୁନାହାନ୍ତି ଅପରାଧୀ

ଫିରିଙ୍ଗିଆ ପୁଲିସ ଦ୍ୱାରା ହୋଣ୍ଡା ସିଟି କାର୍‍ ସହିତ ୩୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

କଟକ, ଭୁବନେଶ୍ୱରରେ ୧୦୦ ଟଙ୍କା ଛୁଇଁଲା ପେଟ୍ରୋଲ ଲିଟର

ଗାଁ ରେ ପଶିଲା ଝାଡ଼ଖଣ୍ଡି ଦନ୍ତା, ଖାଇଗଲା ସଉଦା-ପନିପରିବା

Comments
Loading...