ଦିନ ୧୦ଟା – ମୁଖ୍ୟ ଖବର

ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ; ବ୍ୟାଡମିଣ୍ଟନ ଏସଏଚ-୬ ବର୍ଗରେ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଲେ କୃଷ୍ଣା ନଗର

ଆଜି ପବିତ୍ର ଗୁରୁଦିବସ ; କୋଭିଡ କଟକଣା ମଧ୍ୟରେ ପାଳନ ହେଉଛି ଗୁରୁଦିବସ

ବାଙ୍କୀ : କନେଷ୍ଟବଳଙ୍କ ଉପରେ ମାଡିଗଲା କାର ; ଘଟଣାସ୍ଥଳରେ ମୃତ୍ୟୁ ; ଚାଳକ ଅଟକ

ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଏସଏଲ ୪ ବର୍ଗର ଫାଇନାଲରେ ହାରି ଆଇଏଏସ ୟାଥିରାଜଙ୍କୁ ରୌପ୍ୟ ପଦକ ; ଭାରତରେ ପଦକ ସଂଖ୍ୟା ୧୮କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮୦୫ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୩୧ ; ସଙ୍ଗରୋଧରୁ ୪୬୭,ସ୍ଥାନୀୟ ୩୩୮

୨୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୪୬

ଅନୁଗୁଳରୁ ୧୩,ବାଲେଶ୍ୱର ୩୦,ବରଗଡ ୫, ଭଦ୍ରକ ୧୪, ବୌଦ୍ଧ ୩, କଟକ ୯୮

ଦେଓଗଡ ୫, ଢେଙ୍କାନାଳ ୧୧, ଗଜପତି ୧, ଗଞ୍ଜାମ ୬, ଗଜତସିଂହପୁର ୧୭

ଯାଜପୁର ୧୯, ଝାରସୁଗୁଡା ୨, କେନ୍ଦ୍ରାପଡା ୩୩, କେନ୍ଦୁଝର ୮, କୋରାପୁଟ ୪,

ମାଲକାନଗିରି ୨, ମୟୁରଭଞ୍ଜ ୩୭, ନବରଙ୍ଗପୁର ୭, ନୟାଗଡ ୧୦

ପୁରୀ ୧୨, ରାୟଗଡା ୨, ସମ୍ବଲପୁର ୨୧, ସୁନ୍ଦରଗଡ ୧୬, ଷ୍ଟେଟ ପୁଲରୁ ୮୩

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୧,୫୫୮କୁ ବୃଦ୍ଧି

୯,୯୬,୩୦୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ; ୭,୧୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ଭୁବନେଶ୍ୱର : ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୮,୦୪୭ରେ ପହଞ୍ଚିଲା

Comments are closed.