ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଆଜି ୧୮୩୩ ନୂଆ କୋଭିଡ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୪୯୦ ; ସଙ୍ଗରୋଧରୁ ୧୦୬୨ ଓ ସ୍ଥାନୀୟ ଅଂଚଳରୁ ୭୭୧

ରାଜ୍ୟରେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୬୭ ଜଣକ ମୃତ୍ୟୁ ; ମୃତ୍ୟୁସଂଖ୍ୟା ୫୫୧୧କୁ ବୃଦ୍ଧି

୬ ଦିନ ପାଇଁ କେନ୍ଦ୍ରାପଡ଼ାରେ ୧୪୪ ଧାରା

ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ଆଜି

ଖୁବ ଶୀଘ୍ର ରାଜ୍ୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା : ୫ ଲକ୍ଷ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ

ଭାରତ ସୀମାରେ ୧୬ ବିମାନଘାଟି ନିର୍ମାଣ କରୁଛି ଚୀନ୍‌

ଲଦାଖ ସୀମାକୁ ଭାରତ ପଠାଇଲା ଅତିରିକ୍ତ ୧୫ହଜାର ସୈନ୍ୟ

ବଦଳ ଖେଳାଳି ଭାବେ ଇଂଲଣ୍ଡ ଯିବେ ପୃଥ୍ବୀ, ସୂର୍ୟ୍ୟ ଓ ଜୟନ୍ତ

ପ୍ରମୋଦ ଦେଶର ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌

କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ଜ୍ଞାନବାପି ମସ୍‌ଜିଦ ଦେଲା ୧୭୦୦ ବର୍ଗଫୁଟ ଜମି

ମହାରାଷ୍ଟ୍ର ମୃତ୍ୟୁ ସଂଖ୍ୟା ୧୫୫, ଆହୁରି ୬୦ ନିଖୋଜ

Comments are closed.