ଦିନ ୧୦ଟା – ମୁଖ୍ୟ ଖବର

ମୁମ୍ବଇରେ ବର୍ଷାର ତାଣ୍ଡବ ; କାନ୍ଥ ଭୁଷୁଡି ୧୪ ମୃତ

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨ ହଜାର ୨୧୫ ନୂଆ ସଂକ୍ରମିତ ଚିହ୍ନଟ ;  ସଙ୍ଗରୋଧରୁ ୧୨୭୨ ଓ ସ୍ଥାନୀୟ ୯୪୩
ଏହାସହ ମୋଟ ସଂକ୍ରମିତଙ୍କକ ସଂଖ୍ୟା ୯,୫୪, ୩୨୬

୯,୨୭,୯୨୬ ସୁସ୍ଥ ହୋଇଥିବା ବେଳେ ୨୧,୨୮୯ ସଂକ୍ରମିତ ଚିକିତ୍ସାଧୀନ

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୬୬ ଆକ୍ରାନ୍ତ ମୃତ ; ମୋଟ ମୃତ୍ୟୁ ସଂଖ୍ୟା ୫୦୫୮ରେ ପହଞ୍ଚିଲା

ପ୍ରଥମ ଦଫାରେ ୫୪ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଟୋକିଓ ଯାତ୍ରା

ବାହୁଡ଼ାଯାତ୍ରା ପ୍ରସ୍ତୁତି ଶେଷ, ପ୍ରବେଶପତ୍ର ହସ୍ତାନ୍ତରକାରୀଙ୍କ ବିରୋଧରେ ହେବ କାର୍ୟ୍ୟାନୁଷ୍ଠାନ

କରୋନା ଭୂତାଣୁ ଉତ୍ପତ୍ତିସ୍ଥଳ ନେଇ ପୁନଃ ତଦନ୍ତ କରିବ ‘ହୁ’

ସର୍ବୋଚ୍ଚ ନ୍ୟାୟାଳୟ ଜନତାଙ୍କ ଅଭିଭାବକ: ପ୍ରଧାନ ବିଚାରପତି

ନୂଆ ରାଜପଥରେ ହେବ ୨୦୨୨ ସାଧାରଣତନ୍ତ୍ର ଦିବସ ପରେଡ୍‌

Comments are closed.