ଦିନ ୧୦ଟା – ମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ନୂଆ ୨୨୮୨ ଜଣ ସଂକ୍ରମିତ ଚିହ୍ନଟ ;ସଂଗରୋଧରୁ ୧୩୧୫ ଏବଂ ସ୍ଥାନୀୟ ସଂକ୍ରମିତ ୯୬୭

ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୩୯୭୫୧କୁ ବୃଦ୍ଧି ; ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୯୨

ପ୍ରଗତିରେ ପ୍ରତିବନ୍ଧକ ଜନସଂଖ୍ୟା ବିସ୍ଫୋରଣ : ଦଶନ୍ଧିରେ ବଢ଼ିଛି ୫୧ ଲକ୍ଷ ; ଏବେ ରାଜ୍ୟରେ ୪.୭୦ କୋଟି, ବାର୍ଷିକ ବୃଦ୍ଧି ୫.୧%, ଦେଶରେ ୧୩୯ କୋଟି ଛୁଇଁବ

ଥଣ୍ଡା-ସର୍ଦି ଭଳି ରହିବ କରୋନା ;କୋଭାକ୍ସିନ୍‌କୁ ୬ ସପ୍ତାହରେ ମିଳିପାରେ ହୁ’ ଅନୁମତି

ୟୁରୋ କପ୍‌ : ଇଟାଲୀ-ଇଂଲଣ୍ଡ ଫାଇନାଲ ଆଜି

ଲୋକପ୍ରିୟ ୟୁ-ଟ୍ୟୁବର କାର୍ଲ କଳା ତାଲିକାଭୁକ୍ତ

ଅଢ଼େଇ ହଜାର କୋଟିର ଚୋରା ନିଶା ଦ୍ରବ୍ୟ ଜବତ

ଭାରତ-ଶ୍ରୀଲଙ୍କା ସିରିଜ୍‌ ୧୮ରୁ ; ନୂଆ ଖେଳସୂଚୀ ଘୋଷିତ

ମୋଦୀଙ୍କ ନୂଆ ମନ୍ତ୍ରୀ : ୯୦% ବିତ୍ତଶାଳୀ, ୪୨% ଦାଗୀ, ୪୭ ଉଚ୍ଚ ଶିକ୍ଷିତ

ବାର୍ଟି ପ୍ରଥମଥର ୱିମ୍ବଲଡନ୍‌ ଚମ୍ପିଆନ୍‌

ଘରୋଇ ଚିକିତ୍ସାଳୟ ମୁହାଁ ହିତାଧିକାରୀ ; ଆଉ ୫ଦିନ ସମସ୍ୟା ଲାଗି ରହିବ: ପରିବାର କଲ୍ୟାଣ ନିର୍ଦେଶକ, ଆଜି ୪ ଜିଲାରେ ହେବ ଟିକାକରଣ

ପ୍ରଗତିରେ ପ୍ରତିବନ୍ଧକ ଜନସଂଖ୍ୟା ବିସ୍ଫୋରଣ : ଦଶନ୍ଧିରେ ବଢ଼ିଛି ୫୧ ଲକ୍ଷ ;ଏବେ ରାଜ୍ୟରେ ୪.୭୦ କୋଟି, ବାର୍ଷିକ ବୃଦ୍ଧି ୫.୧%, ଦେଶରେ ୧୩୯ କୋଟି ଛୁଇଁବ

Comments are closed.