ଦିନ ୧୦ଟା – ମୁଖ୍ୟ ଖବର

ଦେଶରେ ନୂଆ ୪୨,୭୬୬ ସଂକ୍ରମିତ ଚିହ୍ନଟ; ୧୨୦୬ ମୃତ

୨୪ ଘଣ୍ଟା ମଧ୍ୟରେ ୪୫,୨୫୪ ଜଣ କରୋନାରୁ ସୁସ୍ଥ ; ସୁସ୍ଥ ହେବା ହାର ୯୭.୨% ମୋଟ ୨,୯୯,୩୩,୫୩୮ ଜଣ ସୁସ୍ଥ

ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ସଂପ୍ରତି ୪,୫୫,୦୩୩

ଗତକାଲି ସୁଦ୍ଧା ଦେଶରେ ମୋଟ ୪୨.୯ କୋଟି ନମୁନା ପରୀକ୍ଷା

ରାଜ୍ୟରେ ଗତକାଲି ଦିନକରେ ୫୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ;ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ନୂଆ ୨୩୩୪ ଜଣ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୩୪୨ ଏବଂ ସ୍ଥାନୀୟ ସଂକ୍ରମିତ ୯୯୨
ରାଜ୍ୟରେ ମୋଟ ୯୦୬୫୧୯ ଜଣ ସୁସ୍ଥ  ; ସଂପ୍ରତି ଓଡ଼ିଶାରେ ୨୬୩୬୪ ଜଣ ସକ୍ରିୟ ସଂକ୍ରମିତ

ପର୍ୟ୍ୟଟନ ସ୍ଥଳୀରେ ଭୂତାଣୁକୁ ଖୋଲା ନିମନ୍ତ୍ରଣ ; ଗତ ୨-୪ ଦିନ ହେବ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ପ୍ରମୁଖ ପର୍ୟ୍ୟଟନ କେନ୍ଦ୍ରଗୁଡିକରେ ପର୍ୟ୍ୟଟକଙ୍କ ଭିଡ

ମହାରାଷ୍ଟ୍ର, କେରଳରେ ତୃତୀୟ ଲହରର ସୂଚନା

ଫୋନ୍‌ ଧରୁନାହାନ୍ତି ରାଷ୍ଟ୍ରପତି ବାଇଡେନ୍‌ ; ଇମ୍ରାନ ଚିନ୍ତିତ

Comments are closed.