ଦିନ ୧୦ଟା – ମୁଖ୍ୟ ଖବର

ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

ଦେଶରେ ୪୩,୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଦୈନିକ ସଂକ୍ରମଣ ହାର ୨.୪୨%

ଗୋଟିଏ ଦିନ ମଧ୍ୟରେ ଆଉ ୪୪,୪୫୯ ଜଣ ସଂକ୍ରମିତ ସୁସ୍ଥ ; ମୋଟ ୨,୯୮,୮୮,୨୮୪ ଜଣ କରୋନାରୁ ସୁସ୍ଥ

ମୋଟ ୪୨.୭୦ କୋଟି ନମୁନା ପରୀକ୍ଷା

ସାପ୍ତାହିକ ସଂକ୍ରମଣ ହାର ୨.୩୬%

୪,୫୮,୭୨୭ ଜଣ ସକ୍ରିୟ ସଂକ୍ରମିତ

ରାଜ୍ୟରେ ବଢିଚାଲିଛି କରୋନା ମୃତ୍ୟୁ; ଦିନକରେ ୬୧ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୧୧

କୋଭିଡ ସଂକ୍ରମଣ ରାଜ୍ୟରେ ପୁଣି ଉପରମୁହାଁ, ୨୪ ଘଣ୍ଟାରେ ୨୮୦୬ ଚିହ୍ନଟ ; ସଂକ୍ରମଣ ହାର

.୫୭%କୁ ବୃଦ୍ଧି,ସଂଗରୋଧରୁ ୧୬୧୩ ଏବଂ ସ୍ଥାନୀୟ ସଂକ୍ରମିତ ୧୧୯୩

ୱିମ୍ବଲଡନ୍‌ : ମହିଳା ଫାଇନାଲରେ ବାର୍ଟି

ଭାରତ ବିପକ୍ଷ ସିରିଜ୍‌ରୁ ଓହରିଲେ ମାଥ୍ୟୁସ୍

ନୂଆ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକରେ ବଡ଼ ନିଷ୍ପତ୍ତି ସ୍ବାସ୍ଥ୍ୟକୁ ୨୩,୧୨୩ କୋଟି

ଟ୍ବିଟରକୁ ନୂଆ ଆଇଟି ମନ୍ତ୍ରୀ ଅଶ୍ବିନୀଙ୍କ ଚେତାବନୀ : ସମସ୍ତେ ଦେଶର ଆଇନ ମାନିବାକୁ ବାଧ୍ୟ

ଟୋକିଓରେ ବଢ଼ୁଛି କରୋନା ସଂକ୍ରମଣ : ଜରୁରୀ କାଳୀନ ପରିସ୍ଥିତି ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ
ଶିକ୍ଷାର୍ଥୀଙ୍କ ଆବଶ୍ୟକତା ଅନୁଯାୟୀ ଶିକ୍ଷା ମଡେଲର ଅଗ୍ରଗତି ଆବଶ୍ୟକ : ପ୍ରଧାନମନ୍ତ୍ରୀ

‘ନୂଆ ଶିକ୍ଷା ନୀତି’ରେ ନୂଆ ପିଢି ପାଇଁ ନୂତନ ମାର୍ଗ ପ୍ରସ୍ତୁତ ହେବ : ଧର୍ମେନ୍ଦ୍ର ପ୍ରଧାନ

Comments are closed.