ଦିନ ୧୦ଟା – ମୁଖ୍ୟ ଖବର

ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ  ;  ରାଷ୍ଟ୍ରପତି ଭବନରେ ସଂଧ୍ୟା ୫.୩୦ରୁ ୬ଟା ମଧ୍ୟରେ ହେବ ଅନୁଷ୍ଠିତ

ବଲିଉଡର ‘ଟ୍ରାଜେଡି କିଙ୍ଗ’ ବର୍ଷିଆନ ବିଶିଷ୍ଟ ଅଭିନେତା ଦିଲୀପ କୁମାରଙ୍କ ପରଲୋକ ; ପ୍ରଧାନମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ରାଜ୍ୟରେ ୨ ହଜାର ୬୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୪୯୫ ଓ ସ୍ଥାନୀୟ ଅଂଚଳରୁ ୧୧୦୭

ରାଜ୍ୟରେ ଗୋଟିଏ ଦିନରେ ୫୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଆର କୁମାରମଙ୍ଗଳମ୍‍ଙ୍କ ପତ୍ନୀଙ୍କୁ ହତ୍ୟା ; ଡକାୟତମାନେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ

୮୬ ବର୍ଷରେ ଦଲାଇ ଲାମା, କହିଲେ ପ୍ରାଚୀନ ଭାରତୀୟ ଜ୍ଞାନକୁ ପୁନର୍ଜୀବିତ କରିବାକୁ ପ୍ରତିଶ୍ରୁତିବଦ୍ଧ

ନକଲି ଜିନ୍ସ ପ୍ୟାଣ୍ଟ ପରେ ନକଲି କପଡା ଜବତ, ସମ୍ବଲପୁର ପୁଲିସର ଚଢ଼ଉ ଜାରି

Comments are closed.