ଦିନ ୧୦ଟା – ମୁଖ୍ୟ ଖବର

ଗୁରୁଦ୍ୱାରା ଉଦଘାଟନ ପାଇଁ ପଗଡି ପିନ୍ଧିଲେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ; ୨୪ ଘଣ୍ଟା ମଧ୍ୟରେ ୩୪,୭୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ

ଦିନକରେ ୫୧,୮୬୪ ଜଣ କରୋନାରୁ ସୁସ୍ଥ ; ମୋଟ ୨,୯୭,୫୨,୨୯୪ ଜଣ ସୁସ୍ଥ,  ସୁସ୍ଥହାର ୯୭.୧୭%

ସମୁଦାୟ ଦେଶରେ ୪୨.୧୪ କୋଟି ନମୁନା ପରୀକ୍ଷା

ଓଡ଼ିଶାରେ ଦିନକ ମଧ୍ୟରେ ଆଉ ୨୪୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ସଂଗରୋଧରୁ ୧୪୨୮ ଓ ସ୍ଥାନୀୟ ସଂକ୍ରମିତ ୧୦୫୯

ରାଜ୍ୟରେ ମୋଟ ୧୪୧୮୮୬୯୫ ନମୁନା ପରୀକ୍ଷା

୨୮୭୩୦ ଜଣ ସକ୍ରିୟ ସଂକ୍ରମିତ

ରାଜ୍ୟରେ ଦିନକରେ ୫୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ; କରୋନା ଜନିତ ମୃତ୍ୟୁସଂଖ୍ୟା ୪୯୯୯

ଆଜିଠୁ ୪୩ ମାର୍ଗରେ ଗଡ଼ିବ ସରକାରୀ ବସ୍‌ 

ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମହାପ୍ରଭୁ ରଥରେ ଲାଗିଲା କଳସ

ସୀମା ନିର୍ଦ୍ଧାରଣ ଆୟୋଗଙ୍କ ଆଜିଠାରୁ ଚାରି ଦିନିଆ ଜାମ୍ମୁ କାଶ୍ମୀର ଗସ୍ତ; ବୈଠକରେ ଯୋଗଦେବେ ନାହିଁ ମେହବୁବା ମୁଫ୍‍ତି

ଭାରତ ସୀମାରେ ଚୀନ ସୈନ୍ୟଙ୍କ ନେତୃତ୍ୱ ନେଉଥିବା ସେନା ଅଧିକାରୀଙ୍କୁ ପଦୋନ୍ନତି ଦେଲା

ଚୀନଟୋକିଓ ଅଲିମ୍ପିକ୍‌ସର ଉଦ୍‌ଘାଟନୀ ଉତ୍ସବ : ପତକା ବହନ କରିବେ ମ୍ୟାରୀ କମ୍ ଓ ମନପ୍ରୀତ

 

Comments are closed.