ଦିନ ୧୦ଟା – ମୁଖ୍ୟ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୨୮୦୩ ଜଣ ନୂଆ କୋଭିଡ ସଂକ୍ରମିତ ; ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୧୫୯୭ ଓ ସ୍ଥାନୀୟ ସଂକ୍ରମିତ ୧୨୦୬ ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ଏବଂ କଟକ ଜିଲାରୁ ୪୪୧

ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁରେ ରେକର୍ଡ; ୨୪ ଘଣ୍ଟାରେ ୫୨ ମୃତ, ଖୋର୍ଦ୍ଧାରୁ ସର୍ବାଧିକ ୯

୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୭୯୬ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ଦିନକରେ ୪୨,୩୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ; ସୁସ୍ଥ ହାର ୯୭.୧୧%

ଦେଶରେ ସଂପ୍ରତି ସକ୍ରିୟ ସଂକ୍ରମିତ ସଂଖ୍ୟା ୧.୫୮%

ମୋଟ ୨,୯୭,୦୦,୪୩୦ ଜଣ କରୋନାରୁ ସୁସ୍ଥ

ଏପର୍ଯ୍ୟନ୍ତ ମୋଟ ୪୧.୯୭ କୋଟି ନମୁନା ପରୀକ୍ଷା

୩୫.୨୮ କୋଟି ପାନ ଟିକା ଦିଆଯାଇସାରିଛି

ବଜ୍ରପାତରେ ୧୦ ବର୍ଷରେ ଗଲାଣି ୩୪୭୫ ଜୀବନ

୨୦ ସୁଦ୍ଧା ସିବିଏସ୍‌ଇ ଦଶମ ଫଳ !

ଅଗଷ୍ଟରେ ଆସିବ ନୂଆ ପ୍ରଜାତିର ଭୂତାଣୁ ; ବୈଜ୍ଞାନିକଙ୍କ ଆକଳନ : ଅକ୍ଟୋବର-ନଭେମ୍ବରରେ ଶିଖର ଛୁଇଁବ ତୃତୀୟ ଲହର

ନ୍ୟୁୟର୍କ ଟାଇମ୍ସର ଚାକିରି ପାଇଁ ବିଜ୍ଞାପନ : ‘ମୋଦୀ ଓ ହିନ୍ଦୁ ବିରୋଧରେ ଦକ୍ଷତା ଥିଲେ ଆବେଦନ କରନ୍ତୁ’

ପ୍ରିୟଙ୍କାଙ୍କ ନେତୃତ୍ବରେ ୟୁପିରେ ଏକାକୀ ଲଢିବ କଂଗ୍ରେସ ; ବିଜେପି ୩୦୦ରୁ ଅଧିକ ଆସନ ପାଇବ: ଯୋଗୀ

ମହାକାଶରେ ଚୀନ ମହାକାଶଚାରୀଙ୍କ ପଦଚାରଣ

ୟୁରୋ କପ୍‌ : ଇଂଲଣ୍ଡ- ଡେନମାର୍କ ସେମି ଲଢ଼େଇ

Comments are closed.