ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୬୫୨ ଏବଂ ସ୍ଥାନୀୟ ସଂକ୍ରମିତ ୧୨୧୮, କଟକ ଜିଲାରୁ ସର୍ବାଧିକ

ରାଜ୍ୟରେ ମୋଟ କରୋନା ସଂକ୍ରମଣ ୯୨୨୮୯୬କୁ ବୃଦ୍ଧି

ରାଜ୍ୟରେ କରୋନାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କର ପ୍ରାଣହାନି ; କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି

କରୋନା ମହାମାରୀ ବିଫଳତା ପ୍ରତିବାଦରେ ୭ରୁ ୧୭ କଂଗ୍ରେସର ଆନ୍ଦୋଳନ ନିଷ୍ପତ୍ତି

୧୨ରେ ଲଘୁଚାପ, ୧୩ରୁ ବର୍ଷା

ରଥରେ ସେବାୟତଙ୍କୁ ସେଲ୍‌ଫି, ଭିଡିଓ ରେକର୍ଡିଂ ମନା

ଘୋଷଯାତ୍ରା ନିଷ୍ପତ୍ତି, ବଡ଼ଦାଣ୍ଡ କୋଠାରେ ରହିବେନି ବାହାର ଲୋକ

ସେବକ ଟାଣିବେ ରଥ, ଦକ୍ଷିଣମୋଡ଼ କରିବେ ପୁଲିସ

ବ୍ରାଜିଲ-ପେରୁ ସେମିଫାଇନାଲ, କ୍ବାର୍ଟରରୁ ହାରି ବିଦାୟ ନେଲେ ଚିଲି ଓ ପାରାଗୁଏ

୧୪ରେ ଟୋକିଓ ଯିବ ଭାରତୀୟ ଖେଳାଳିଙ୍କ ପ୍ରଥମ ଦଳ

ଇସ୍ରାଏଲଠାରୁ ଡ୍ରୋନ ପ୍ରତିରୋଧୀ ବ୍ୟବସ୍ଥା କିଣିବ ଭାରତ

ପୁଣି ରାଫେଲ ଭୂତ, ଫ୍ରାନ୍ସରେ ରାଜିନାମାର ବିଚାର ବିଭାଗୀୟ ତଦନ୍ତ

ମହାକାଶ ଯାତ୍ରା କରିବେ ୮୨ବର୍ଷୀୟା ମ୍ୟାରୀ ୱାଲାସ୍। ସେ ଆମାଜିନ୍‌ର ମୁଖ୍ୟ ଜେଫ୍‌ ବେଜାସ୍‌ଙ୍କ ମହାକାଶ ଅଭିଯାନରେ ତାଙ୍କର ସାଥୀ ହେବେ ବୋଲି ଜଣାପଡ଼ିଛି

ୟୁରୋକପ୍‌ ଫୁଟବଲ – ବେଲ୍‌ଜିୟମକୁ ହରାଇ ଇଟାଲୀ ସେମିରେ

Comments are closed.