ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୯୧୭ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୭୭ ଏବଂ ସ୍ଥାନୀୟ ସଂକ୍ରମିତ ୧୨୪୦

ରାଜ୍ୟରେ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ପଞ୍ଜାବରେ ଗୁରୁତର ବିଜୁଳି ସଙ୍କଟ, ସିଧୁଙ୍କ ଉପରେ ୮ ଲକ୍ଷ ଟଙ୍କା ବିଜୁଳି ବିଲ୍‍ ବାକି

ଭାରତ ବାୟୋଟେକ ସହ ୩୨୪ ନିୟୁତ ଡଲାରର ବୁଝାମଣା ବାତିଲ କଲା ବ୍ରାଜିଲ

ଇସଲାମାବାଦ ଭାରତୀୟ ଉଚ୍ଚାୟୁକ୍ତଙ୍କ କୋଠା ଉପରେ ଡ୍ରୋନ୍‌, ଜବାବ ମାଗିଲା ଭାରତ

ବିହାରରେ ନିଜ ଦଳର ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ବିଧାୟକ, ଅଧିକାରୀଙ୍କ ବଦଳିରୁ ବିଜେପି ମନ୍ତ୍ରୀଙ୍କ ଆୟ ୧୦୦କୋଟି

ୟୁରୋକପ୍‌ – ସେମିଫାଇନାଲ ଲକ୍ଷ୍ୟରେ ଇଂଲଣ୍ଡ, ଡେନମାର୍କ

ୱିମ୍ବଲଡନ୍‌ – ଚତୁର୍ଥ ରାଉଣ୍ଡରେ ପ୍ଲିସକୋଭା, ସାବାଲେଙ୍କା

ଏଣିକି ବିନା ସ୍ଲଟ ବରାଦରେ ଟିକା

ସାଇବର ଠକେଇ ଅଭିଯୋଗ ପାଇଁ ବାରଦୁଆର, ଶିକ୍ଷୟିତ୍ରୀଙ୍କଠାରୁ ନେଇଗଲେ ୬୦ ହଜାର

Comments
Loading...