ଦିନ ୧୦ଟା – ମୁଖ୍ୟ ଖବର

ଓଡ଼ିଶାରେ ଗୋଟିଏ ଦିନରେ ୩୦୮୭ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ; ସଂଗରୋଧରୁ ୧୭୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୩୧୨

ରାଜ୍ୟରେ ଦିନକରେ ୪୫ କରୋନା ସଂକ୍ରମିତଙ୍କ ମୃତ୍ୟୁ

ହାତ ଟେକିଦେଲେ ମନ୍ତ୍ରୀ, ଅଭାବରୁ ୧୬ ଜିଲାରେ ଟିକାକରଣ ବାତିଲ

୮ ଜିଲାରେ ପ୍ରବଳ ବର୍ଷିବ

ଶ୍ରୀମନ୍ଦିର ସେବାୟତ ଟାଣିବେ ତିନିରଥ

ଡ୍ରୋନ୍‌ ଆକ୍ରମଣର ୪ଦିନ ପରେ ଜାମ୍ମୁ ବାୟୁସେନା ଘାଟିରେ ଡ୍ରୋନ୍‌ନିରୋଧୀ ବ୍ୟବସ୍ଥା କାର୍ୟ୍ୟକାରୀ କରାଯିବା ସହ ଲଗାଯାଇଛି ଜାମର ; ଜାତୀୟ ସୁରକ୍ଷା ବାହିନୀ ବା ଏନ୍‌ଏସ୍‌ଜି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି

ଭୂମିହୀନ କୃଷକ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

 

Comments
Loading...