ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଦିନକରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ; ସଂଗରୋଧରୁ ୧୮୯୬, ସ୍ଥାନୀୟ ସଂକ୍ରମିତ ୧୪୨୩

କଟକ, ଖୋର୍ଦ୍ଧା ଜିଲା ସର୍ବାଧିକ ଚିନ୍ତାର କାରଣ ପାଲଟିଛି ; ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, ଜଗତସିଂହପୁର, ପୁରୀରେ ମଧ୍ୟ ଖସୁନାହିଁ ସଂକ୍ରମଣ

କରୋନାରେ ରାଜ୍ୟରେ ଆଉ ୪୩ ଜଣଙ୍କର ମୃତ୍ୟୁ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ମୃତ ; କରୋନାଜନିତ ମୃତ୍ୟୁସଂଖ୍ୟା ୩୯୩୦

ଲଦାଖର ଲେହରେ ସୋମବାର ପ୍ରତ୍ୟୁଷରେ ଭୂକମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ମାତ୍ରା ୪.୬
ଦେଶରେ ପେଟ୍ରୋଲ ଲିଟର ଟପିଲା ୧୧୦ ଟଙ୍କା

ପୂର୍ବତନ ଏସପିଓ, ତାଙ୍କ ପତ୍ନୀ ଓ ଝିଅଙ୍କୁ ହତ୍ୟାକଲେ ଆତଙ୍କବାଦୀ ;ଘର ଭିତରେ ପଶି ଆଖିବୁଜା ଗୁଳି ଚଳାଇଲେ

ବର ପସନ୍ଦ ହେଲାନାହିଁ, ଛଅ ଫେରା ପରେ କନ୍ୟା ବେଦୀରୁ ଉଠିଗଲା

ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଷ୍ଟୋରରୁମ୍‍ ରେ ଅଗ୍ନିକାଣ୍ଡ; କେହି ଆହତ ହୋଇନଥିବା ସୂଚନା

 

Comments are closed.