ଦିନ ୧୦ଟା – ମୁଖ୍ୟ ଖବର

ଆଜି ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା ; ମଧ୍ୟାହ୍ନରେ ହେବ ହାତୀବେଶ, ଛେରାପହଁରା କରିବେନି ଗଜପତି

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୦୯୮ ଏବଂ ସ୍ଥାନୀୟ ସଂକ୍ରମିତ ୧୫୫୨

ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୦୪ ଏବଂ କଟକରୁ ୪୮୫

ଶିଶୁଙ୍କୁ କରୋନାରୁ ରୋକିବ ମିଳିମିଳା ଟିକା

‘ଶିଶୁଙ୍କୁ ଲୋଡ଼ା ନାହିଁ କରୋନା ଟିକା’ – ଆଇସିଏମ୍‌ଆର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ

ଏତଲା ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟ ଗଲେ ରାମଦେବ

ଦେଶବାସୀଙ୍କୁ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଚେତାବନୀ ; ଟିକା ନ ନେଲେ ଭାରତ ଚାଲିଯାଅ

ଅଲିମ୍ପିକ୍‌ସ ପଦକ ଜିତିଥିବା ଭାରୋତ୍ତୋଳନକାରିଣୀ କର୍ଣ୍ଣମ୍ ମାଲେଶ୍ବରୀ ଦିଲ୍ଲୀ କ୍ରୀଡ଼ା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ହୋଇଛନ୍ତି ନିଯୁକ୍ତ

ମାଧ୍ୟମିକ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସାମିଲ

Comments are closed.