ଦିନ ୧୦ଟା – ମୁଖ୍ୟ ଖବର

ଦେଶ/ବିଦେଶ ଖବର

ନୂଆଦିଲ୍ଲୀ: ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଟିକା

୧୬ ପତ୍ନୀ, ୧୫୧ ପିଲା – ପୁଣି ବିବାହ କରିବେ ଜିମ୍ବାୱେର ୬୬ ବର୍ଷୀୟ ଅବସରପ୍ରାପ୍ତ ସୈନିକ

ନୂଆଦିଲ୍ଲୀ:  ୧୦ ରାଜ୍ୟରେ ୭୨% ନୂଆ ସଂକ୍ରମିତ

ଭୋପାଳ:  କୋଭିଡ-୧୯ ଜନିତ ଅନାଥ ଶିଶୁଙ୍କୁ ରାଜ୍ୟ ସରକାର ମାଗଣା ଶିକ୍ଷା ସୁବିଧା ଯୋଗାଇ ଦେବେ। ଏହା ସହିତ ଏହି ବର୍ଗର ଶିଶୁଙ୍କୁ ମାସିକ ୫୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ

ଭୋପାଳ: ଭୋପାଳ ସରକାରୀ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ବଳାତ୍କାର;

୨୪ ଘଣ୍ଟା ପରେ ପ୍ରାଣ ହରାଇଲେ ରୋଗୀ

ରାଜ୍ୟ ଖବର
ଭୁବନେଶ୍ୱର:
ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୩୯୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨୦୧ ଜଣଙ୍କୁ ଚିହ୍ନଟ କରାଯାଇଛି

ଭୁବନେଶ୍ୱର: ଆଜି ସମଗ୍ର ରାଜ୍ୟରେ ଆନନ୍ଦ ଉତ୍ସାହର ସହିତ ଇଦ୍‍ ପର୍ବ ପାଳନ କରାଯାଉଛି। ଅତ୍ୟନ୍ତ ନିଷ୍ଠାର ସହିତ ମୁସଲମାନ ସଂପ୍ରଦାୟର ଭାଇ ଭଉଣୀ ରମ୍‍ଜାନ ମାସ ପାଳନ କରିବା ପରେ ଆଜି ଇଦ୍‍ ପାଳିତ ହେଉଛି
ଭୁବନେଶ୍ୱର:
୩ ଲକ୍ଷରୁ ଊର୍ଦ୍ଧ୍ବ ଯୁବପିଢ଼ି ଆକ୍ରାନ୍ତ
ଭୁବନେଶ୍ୱର:
ସରକାର ଦେଲେ ଅନୁମତି, ଘରେ ପହଞ୍ଚିବ ମଦ
ଭୁବନେଶ୍ୱର: କାର୍ଯ୍ୟବନ୍ଦ, ଧର୍ମଘଟ, ଧାରଣା ମନା – ଲାଗୁ ହେଲା ଏସ୍‌ମା

Comments
Loading...