ଦିନ ୧୦ଟା – ମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୬୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୩୪୪୬ ଏବଂ ସ୍ଥାନୀୟ ସଂକ୍ରମିତ ୨୬୫୧, ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୧୭

ବାଗଜାନ ଅଗ୍ନିକାଣ୍ଡରେ କ୍ଷତି ୨୫,୦୦୦ କୋଟି ; ଅଞ୍ଚଳର ୫୫% ଜୈବ ବିବିଧତା ନଷ୍ଟ

ଆଉ ଛଅମାସ ତାଲାବନ୍ଦ ବଢାଅ- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ରେଳବାଇକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ

ବିଟକଏନକୁ ଆଇନଗତ ମୁଦ୍ରା ଭାବେ ସ୍ୱୀକୃତି ଦେଲା ଏଲ୍‍ ସାଲାଭାଡର ; ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବିଟକଏନକୁ ଗ୍ରହଣ କଲା

ସାତବର୍ଷ କାରାଦଣ୍ଡ ଭୋଗିବେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ

ଭିଡିଓକନକୁ ଅଧିଗ୍ରହଣ କରିବ ବେଦାନ୍ତ ଗ୍ରୁପ

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ-ଏହି ଅପମିଶ୍ରିତ ଗହମ ଖାଇପାରିବ କି?

ଆଣ୍ଟାର୍କଟିକ୍‌କୁ ପଞ୍ଚମ ମହାସାଗର ମାନ୍ୟତା, ନୂଆ ନାମ ‘ଦକ୍ଷିଣ ମହାସାଗର’

ତୁର୍କୀ ବିବାହ ଭାରତରେ ବୈଧ ହୋଇନି, ଛାଡପତ୍ର କଣ? ଟିଏମ୍‌ସି ସାଂସଦ ନୁସରତ୍‌

ଟିକା ପ୍ରମାଣପତ୍ରରେ ତ୍ରୁଟି ସଂଶୋଧନ ସୁବିଧା

Comments
Loading...