ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦକୁ ବିରୋଧ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଥଇଥାନ ଓ ଆଲୋଚନା  ନ କରାଯାଇ ଉଚ୍ଛେଦ କରାଯିବାରୁ ଏହାକୁ ଦୃଢ଼ ବିରୋଧ କରାଯାଇଛି। ଦୁଇ ସଙ୍ଘ ଲିଙ୍ଗରାଜ ସାଂସ୍କୃତିକ ପରିଷଦ ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଲିଙ୍ଗରାଜ ଥାନା ଘେରାଉ କରାଯାଇଥିଲା। ଏହି ପ୍ରତିବାଦରେ ବ୍ୟବସାୟୀଙ୍କ ସହ ବିଧାୟକ ସୁର ରାଉତରାୟ ଓ ସମୀର ମହାନ୍ତି ସାମିଲ ହୋଇଛନ୍ତି ।

Comments are closed.