ବଜ୍ରପାତରେ ଜଣେ ମୃତ

0

ଖୁଣ୍ଟା : ବଜ୍ରପାତରେ ଖୁଣ୍ଟା ଥାନା ରଙ୍ଗାମାଟିଆ ଗ୍ରାମର ସୋମନାଥ ହାଁସଦାଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply