ବଜ୍ରାଘାତରେ ଜଣେ ଗୁରୁତର, ତିନି ଗାଈ ମୃତ

0

ଜୟପୁର : କୋରାପୁଟ ଜିଲା ଜୟପୁର ଠାରେ ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି। ବଜ୍ରପାତରେ ପାବକବାଗ୍ରାଗୁଡାର ତ୍ରିନାଥ ମହାପାତ୍ର ଗୁରତର ହୋଇଛନ୍ତି। ଗୁରୁତର ତ୍ରିନାଥଙ୍କୁ ଜୟପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବଜ୍ରାଘାତରେ ତିନୋଟି ଗାଈଙ୍କର ମୃତ୍ୟୁ ହୋଇଛି।

Leave A Reply