ବଜ୍ରାଘାତରେ ଦୁଇ ମହିଳା ଗୁରୁତର

0

ଦେବଗଡ.- ବଜ୍ରାଘାତରେ ୨ ଜଣ ମହିଳା ଗୁରୁତର ହୋଇଥିବା ସୂଚନା ମିଳଛି । ଦେବଗଡ ଜିଲା  ରିଆମାଳ ଅଞ୍ଛଳର ଗଇଶପଡା ଗ୍ରାମରେ ଦୁଇଜଣ ମହିଳା ନିଜ ଘରର ବାରଣ୍ଡାରେ ବସି କଥାବାର୍ତ୍ତା ହେଉଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ଦୁଇଜଣ ଗୁରୁତର ହୋଇଥିଲେ । ଦୁଇଜଣଙ୍କୁ ତାଙ୍କର ପରିବାର ଲୋକ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୁରୁତର ହୋଇଥିବା ମହିଳା ଦୁଇଜଣ ହେଉଛନ୍ତି   ତୁଳସୀ  ସୁହୁଳା ଓ ସେବିତା ନାଏକ ।

Leave A Reply