ଜେଲ୍‍ ଅନ୍ତେବାସୀଙ୍କୁ ଭେଟିଲେ ବିଧାୟକ

କଣ୍ଟାବାଞ୍ଜି: ଦୀପାବଳି ଅବସରରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସ୍ଥାନୀୟ ସବ୍‍ଜେଲ୍‍କୁ ଯାଇଥିଲେ। ଜେଲ୍‍ ଅଧିକାରୀଙ୍କ ଉପସ୍ଥିତିରେ ଅନ୍ତେବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହିତ ଅନ୍ତେବାସୀମାନଙ୍କୁ ମାସ୍କ, ସାନିଟାଇଜର୍‍ ଓ ମିଠା ପ୍ୟାକେଟ ବଣ୍ଟନ କରିଥିଲେ। ଫଟକା ଫଟାଇବା ପାଇଁ ବାରଣ କରାଯାଇଥିବା ବେଳେ ଜେଲ୍‍ ନିୟମ ଅନୁସାରେ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା।

Comments are closed.