ପିତାମହଲ ଡ୍ୟାମରେ ବୁଡି ନାବାଳକ ମୃତ

ଲାଠିକଟା: ଲାଠିକଟା ବ୍ଲକ ବଲଣ୍ଡା ସ୍ଥିତ ପିତାମହଲ ଡ୍ୟାମ ପାଣିରେ ମଙ୍ଗଳବାର ଜଣେ ନାବାଳକ ବୁଡି ମୃତ୍ୟୁ ବରଣ କରିଛି। ମୃତ ନାବାଳକ ଜଣଙ୍କ ସ୍ଥାନୀୟ ଚୁଟିଆଟୋଲା ଗ୍ରାମର ଅନାମ କିସାନଙ୍କ ୭ ବର୍ଷିୟ ପୁଅ ଅଭିଷେକ କିସାନ ବୋଲି ଜଣାପଡ଼ିଛି। ଘଟଣାର ସୂଚନା ପାଇବା ପରେ ଗ୍ରାମବାସୀ ପାଣିରେ ବହୁ ଖୋଜାଖୋଜି ପରେ କିସାନଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

Comments are closed.