ଲତାଙ୍କୁ କରୋନା, ଆଇସିୟୁରେ ଭର୍ତ୍ତି

ମୁମ୍ବଇ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନା ସଂକ୍ରମିତ ହୋଇଛନ୍ତି। ଲତାଙ୍କ ଭାଣିଜୀ ରଚନା ଏ ବିଷୟରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। କୋଭିଡ୍‌ ଏବଂ ନିମୋନିଆରେ ସଂକ୍ରମିତ ହୋଇଥିବାରୁ ଲତାଙ୍କୁ ଚିକିତ୍ସା ପାଇଁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସ୍ବତନ୍ତ୍ର ଯତ୍ନ କୋଠରୀ (ଆଇସିୟୁ)ରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କଠାରେ କରୋନାର ସମାନ୍ୟ ଲକ୍ଷଣ ଦେଖାଯାଇଥିବାବେଳେ ବୟସାଧିକ୍ୟ କାରଣ ଓ ନିମୋନିଆ ସଂକ୍ରମଣ ଯୋଗୁଁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳି

Comments are closed.