ଡ଼ାଳିମ୍ବ ଲସି

ଆବଶ୍ୟକ ସାମଗ୍ରୀ
ଦହି – ୧କପ
ଡ଼ାଳିମ୍ବ ରସ – ୧ଗ୍ଲାସ
ଚିନି – ୧ଚାମଚ
ବରଫ ଖଣ୍ଡ – ୨ରୁ ୩ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ଗ୍ଲାସ ଡ଼ାଳିମ୍ବ ରସ, ଦହି, ଚିନି, ବରଫ ଖଣ୍ଡ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ କାଚ ଗ୍ଲାସକୁ କାଢି ଅଳ୍ପ ବରଫ ଖଣ୍ଡ, ଗୋଲାପର ପାଖୁଡ଼ା ଏଥିରେ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଡ଼ାଳିମ୍ବ ଲସି। ଏହାକୁ ପିଅନ୍ତୁ ଓ ଖରାଦିନରେ ଏହି ଥଣ୍ଡା ପାନୀୟର ମଜା ନିଅନ୍ତୁ।

Comments are closed.