ରାମମୟ ହେଲା ନ୍ୟୁୟର୍କ ଟାଇମ୍ସ ସ୍କୋୟାର: ଆମେରିକାରେ ପ୍ରତିଧ୍ଵନୀତ ହେଲା ଭୂମି ପୂଜନ ଉତ୍ସବ:

ନ୍ୟୁୟର୍କ: ଅଯୋଧ୍ୟାରେ ରାମମନ୍ଦିର ଭୂମି ପୂଜନ ନିମନ୍ତେ ସାରା ଦେଶରେ ଉତ୍ସାହ ପ୍ରକାଶ ପାଇଥିବାବେଳେ ଆମେରିକା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଆମେରିକାର ଟାଇମ୍ସ ସ୍କୋୟାର ପୁରା ରାମମୟ ହୋଇଯାଇଛି ।

ଏଠାରେ ଡ଼ିଜିଟାଲ ବିଲବୋର୍ଡ଼ ମଧ୍ୟରେ ଶ୍ରୀରାମଙ୍କ ପ୍ରତିମା ପ୍ରଦର୍ଶନ କରାଯାଇଛି । ଆମେରିକାରେ ଥିବା ଭାରତୀୟ ହିନ୍ଦୁ ଭକ୍ତମାନଙ୍କ ପକ୍ଷରୁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସୂଚନା ମିଳିଛି ।

Comments are closed.