ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ବିଏସ୍ଏଫ୍ ଯବାନ

କୋରାପୁଟ : କୋରାପୁଟ ଜିଲାର ଲମତାପୁଟ ବ୍ଲକ ସ୍ଥିତ ବାଲେଲ ଗ୍ରାମ ପଞ୍ଚାୟତର ଲୁଗୁମ ଗ୍ରାମ ନିକଟରେ ବୁଧବାର ଏକ ଲ୍ୟାଣ୍ଡମାଇନକୁ ବିଏସଏଫ ଯବାନ ନିଷ୍କ୍ରିୟ କରି ଦେଇଛନ୍ତି। ନିର୍ବାଚନ ପୁର୍ବରୁ ଏକ ବଡ଼ ଧରଣର ଅଘଟଣକୁ ପଣ୍ଡ କରିବାରେ ଯବାନ ସଫଳ ହୋଇଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟାଇବାର ଯୋଜନା କରୁଥିବା ସନ୍ଦେହ କରାଯାଉଛି।

Comments are closed.