ଲାଲା ଲଜପତ୍ ରାୟଙ୍କ ଜନ୍ମ ଓ ମୃତ୍ୟୁ ତାରିଖରେ ସମାନ ରହିଛି ଏହି ସଂଖ୍ୟା

ଭୁବନେଶ୍ବର: ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଲୋକସେବକ ମଣ୍ଡଳର ପ୍ରତିଷ୍ଠାତା ଲାଲା ଲଜପତ୍ ରାୟଙ୍କ ଆଜି ହେଉଛି ୧୫୫ତମ ଜନ୍ମ ଜୟନ୍ତୀ। ୧୮୬୫ ଜାନୁଆରୀ ୨୮ରେ ପଞ୍ଜାବର ମୋଗା ଜିଲାରେ ଲାଲା ଲଜପତ୍ ରାୟ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୨୮ ନଭେମ୍ବର ୧୭ରେ ଇହଲୀଳା ସମ୍ବରଣ କରିଥିଲେ। ତେବେ ତାଙ୍କର ଏହି ଜନ୍ମ ଓ ମୃତ୍ୟୁ ତାରିଖରେ ଦୁଇଟି ସଂଖ୍ୟା ସମାନ ରହିଛି। ତାହା ହେଉଛି ୨୮। ଅର୍ଥାତ୍ ଜାନୁଆରୀ ୨୮ ତାଙ୍କ ଜନ୍ମ ତାରିଖ ହୋଇଥିବା ବେଳେ ୧୯୨୮ ତାଙ୍କ ତିରୋଧାନ ମସିହା। ଏଥିରେ ୨୮ ସଂଖ୍ୟା ସମାନ ରହିଛି।

Comments are closed.