ଟାୟାର ଜାଳି ଶ୍ରମିକଙ୍କ ବିକ୍ଷୋଭ

0

ବଲାଙ୍ଗୀର : ବଲାଙ୍ଗୀର ଜିଲା ସଇଁତଳା ଥାନା ବେଲଗାଁ ଠାରେ ଚାଲିଥିବା ବୃହତ ପାନୀୟ ଜଳ ପ୍ରକଳ୍ପର ଠିକା ଶ୍ରମିକମାନେ ଟାୟାର ଜାଳି ପ୍ରକଳ୍ପ ରାସ୍ତା ଅବରୋଧ କରିଛନ୍ତି। ସୂଚନା ଅନୁସାରେ, ଏଲଆଣ୍ଡଟି କମ୍ପାନୀ ଦ୍ୱାରା ନିୟୋଜିତ ଏହି ଶ୍ରମିକମାନେ ସେମାନଙ୍କ ଦୁଇ ମାସର ମଜୁରୀ ପାଇ ନଥିଲେ। ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କାର ବକେୟା ମଜୁରୀ ଦାବିରେ ଶ୍ରମିକମାନେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Leave A Reply