ସ୍ବତନ୍ତ୍ର ଉନ୍ନୟନ ପରିଷଦରୁ ଇସ୍ତଫା ଦେଲେ କୁସୁମ ଟେଟେ

0

ସୁନ୍ଦରଗଡ : ରବିବାର ସୁନ୍ଦରଗଡର ବିଜେଡି ନେତ୍ରୀ କୁସୁମ ଟେଟେ ସ୍ବତନ୍ତ୍ର ଉନ୍ନୟନ ପରିଷଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତଗତ କାରଣ ଦର୍ଶାଇ ସେ ପରିଷଦର ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି । ସ୍ଥାନୀୟଲୋକଙ୍କ ଇଚ୍ଛା ଯେ ସେ ବିଧାୟିକା ହୁଅନ୍ତୁ । ତେଣୁ ସ୍ଥାନୀୟବାସିନ୍ଦାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ବିଧାୟିକା ପ୍ରାର୍ଥୀ ପାଇଁ ଲଢିବେ । କିନ୍ତୁ ସେ ବିଜେଡି ଦଳ ଛାଡିନାହାନ୍ତି ବୋଲି ଗଣମାଧ୍ୟମରେ କହିଛନ୍ତି ।

Leave A Reply