କୁରାଳ ପଂଚମୀ ପାଳିତ

ତାଲପଦର :  ବରଗଡ଼ ଜିଲ୍ଲାର ବିଜେପୁର  ଅର୍ନ୍ତଗତ ତାଳପଦର ଗ୍ରାମରେ ୩୮ତମ କୁରାଳ ପଂଚମୀ ଉତ୍ସବ ୮.୧୨.୨୧ ରୁ ୧୦.୧୨.୨୧ ପର୍ଯ୍ୟନ୍ତ ଚାଲିଥିବା ବେଲେ ଶୁକ୍ରବାର ଦିନ ଉଜ୍ଜାପିତ ହୋଇଯାଇଛି । ଉକ୍ତ ଉତ୍ସବରେ କର୍ତ୍ତା ଭାବେ ଶ୍ରୀ ଚିତ୍ରଭାନୁ ରଣା ଓ ତାଙ୍କ ପତ୍ନୀ ସରସ୍ୱତୀ ରଣା କାର୍ଯ୍ୟ ତୁଳାଇ ଥିବା ବେଳେ ପଣ୍ଡିତ ପିତବାସ ମିଶ୍ର ଓ ପୂଜାରୀ ଫକିର ମହାପାତ୍ର ପୂଜା କାର୍ଯ୍ୟ ନିବାର୍ହ କରିଥିଲେ। ପ୍ରତ୍ୟେହ ଭାଗବାତ ଆଲୋଚନା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ କୌଶିକ ରଣା, ଚନ୍ଦ୍ରଶେଖର ରଣା, ଭୈରବ ରଣା,ପ୍ରଦିପ ରଣା ପ୍ରମୁଖ ବହୁ ଯୁବକ ସହଯୋଗ କରିଥଲେ।

Comments are closed.